ठूंठा बरगद और एकाकी पथिक, अमिता कर का मार्मिक काव्य-संकलन है जिसकी कविताएँ दुख, मातृत्व, समय, सत्य जैसे विषयों पर केंद्रित हैं। पुस्तक की सरल शब्दों में छिपी गहन संवेदनाएँ पाठकों को भाव-विभोर करने के साथ ही आत्ममंथन की ओर भी ले जाती हैं। आशा है कि पाठकों को अमिता कर की नवीनतम प्रस्तुति पसंद आएगी।
Mun Shymali Shaga Bikali
₹250.00ପୁରୁଣା କାଳିଆ ଗାଉଁଲି ଶବ୍ଦ ଓ ଗାଁ ଚଳଣି କୁ ନେଇ ଅମିତା କର କିପରି ତାଙ୍କ ଗଳ୍ପ ଗୁଡ଼ିକରେ ବର୍ଣ୍ଣନା କରିଛନ୍ତି ତାହାକୁ ନ ପଢିଲେ ବିଶ୍ବାସ କରି ହେବନି। ଗାଁ କୁ ଭଲ ପାଇବା, ଗାଁ ର ମୋହ, ଗ୍ରାମ୍ୟ ଜୀବନ ର ନିଛକ ସତ ଯେମିତି ଅଙ୍ଗେ ଲିଭା କଥା ଶବ୍ଦ ପ୍ରାର୍ଚୁଯ୍ୟ ରେ ଭରା ଥାଇ କବିତା ,ଗପ ଆଉ ଉପନ୍ୟାସ ର ଆଖ୍ୟା ନେଇଛି। ପାଠକଙ୍କୁ ଲେଖା ଭିତରେ ବାନ୍ଧି ରଖିବାର କଳା କୌଶଳ ଜାଣିଚି। ଅମିତା କର ଙ୍କର ଏଇ ପ୍ରଥମ ଉପନ୍ୟାସ ‘ମୁଁ ଶ୍ୟାମଳୀ ଶାଗ ବିକାଳି ‘ ଏକ ଗାଉଁଲି ନାରୀ ର ସଂଘର୍ଷ ମୟ ଜୀବନ କାହାଣୀ।ପାଠ ପଢୁଆ ମଧ୍ୟବିତ୍ତ ପରିବାର ର ନାରୀ ଟିକୁ ସମାଜ, ପରିବାର ହଠାତ୍ ଏକଘରିକିଆ କରିଦିଏ ବଞ୍ଚିବାର କୈାଣସି ସାଧନ ନ ଥାଇ ସେ ପେଟ ଚାଖଣ୍ଡକ ପାଇଁ ବାଛିନିଏ ବଞ୍ଚିବାର ପନ୍ଥା ଶାଗ ବିକିବା।ଶାଗ ବିକି କେହି ଧନୀ ହେଇ ପାରେ ନା ଗୋଟେ ବକ୍ତ ଖାଇ ଆର ଓଳି ପାଣି ପିଇ ଶୋଇପଡେ?ପଢିଲେ ସିନା ଜାଣିବା ଉପନ୍ୟାସ ‘ମୁଁ ଶ୍ୟାମଳୀ ଶାଗ ବିକାଳି ‘ । ଉପନ୍ୟାସ ଟି ପାଠକୀୟ ଆଦୃତି ଲାଭ କରୁ ଜଗନ୍ନାଥ ଙ୍କ ନିକଟରେ ଏହାହିଁ ବିନୀତ ପ୍ରାର୍ଥନା।ଶ୍ରଦ୍ଧାନୁବଦ୍ଧ…

Reviews
There are no reviews yet.