A modern urban man still longs for his village, the water and wind of the village, which is reflected in his poetry collection ‘Let’s go back to the village’. She knows the art of writing poems, stories, and novels about the rural lifestyle and keeping the reader engaged in the writing. The village’s activities, festivals, her childhood, and adolescence are flawlessly filled with the richness of words in the poetry collection ‘Let’s go back to the village’. May the above poetry collection of Amita Kar gain readership; this is my humble prayer to Lord Jagannath.
ଆଧୁନିକ ସହରୀ ଜୀବନ ବଞ୍ଚୁଥିବା ମଣିଷ ଟିଏ ଆଜି ବି ତାଙ୍କ ଗାଁ ,ଗାଁ ର ପାଣି ପବନ କୁ ଝୁରି ହେଉଛନ୍ତି ତାହା ତାଙ୍କ କବିତା ସଙ୍କଳନ ‘ଚାଲ ଆମେ ଗାଁକୁ ଫେରିଯିବା’ ରେ ପ୍ରତିଫଳିତ।ଗ୍ରାମୀଣ ଜୀବନ ଶୈଳୀ କୁ ନେଇ କବିତା ,ଗପ , ଉପନ୍ୟାସ ଲେଖି ପାଠକଙ୍କୁ ଲେଖା ଭିତରେ ବାନ୍ଧି ରଖିବାର କଳା ତାଙ୍କୁ ଜଣା। ଗାଁ ର ଚଳନି, ପର୍ବ ପର୍ବାଣୀ, ତାଙ୍କ ପିଲାଦିନ , କୈଶୋର ର ଅନୁଭୂତି ନିଖୁଣ ଭାବରେ ଶବ୍ଦ ପ୍ରାଚୁର୍ଯ୍ୟ ରେ ଭରା ଥାଇ ‘ଚାଲ ଆମେ ଗାଁକୁ ଫେରିଯିବା’ କବିତା ସଙ୍କଳନ ଟି। ଅମିତା କର ଙ୍କର ଉକ୍ତ କବିତା ସଙ୍କଳନ ଟି ପାଠକୀୟ ଆଦୃତି ଲାଭ କରୁ ଏହା ହିଁ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ମୋର ବିନୀତ ପ୍ରାର୍ଥନା


Reviews
There are no reviews yet.