250.00

Mun Shymali Shaga Bikali

ପୁରୁଣା କାଳିଆ ଗାଉଁଲି ଶବ୍ଦ ଓ ଗାଁ ଚଳଣି କୁ ନେଇ ଅମିତା କର କିପରି ତାଙ୍କ ଗଳ୍ପ ଗୁଡ଼ିକରେ ବର୍ଣ୍ଣନା କରିଛନ୍ତି ତାହାକୁ ନ ପଢିଲେ ବିଶ୍ବାସ କରି ହେବନି। ଗାଁ କୁ ଭଲ ପାଇବା, ଗାଁ ର ମୋହ, ଗ୍ରାମ୍ୟ ଜୀବନ ର ନିଛକ ସତ ଯେମିତି ଅଙ୍ଗେ ଲିଭା କଥା ଶବ୍ଦ ପ୍ରାର୍ଚୁଯ୍ୟ ରେ ଭରା ଥାଇ କବିତା ,ଗପ ଆଉ ଉପନ୍ୟାସ ର ଆଖ୍ୟା ନେଇଛି। ପାଠକଙ୍କୁ ଲେଖା ଭିତରେ ବାନ୍ଧି ରଖିବାର କଳା କୌଶଳ ଜାଣିଚି। ଅମିତା କର ଙ୍କର ଏଇ ପ୍ରଥମ ଉପନ୍ୟାସ ‘ମୁଁ ଶ୍ୟାମଳୀ ଶାଗ ବିକାଳି ‘ ଏକ ଗାଉଁଲି ନାରୀ ର ସଂଘର୍ଷ ମୟ ଜୀବନ କାହାଣୀ।ପାଠ ପଢୁଆ ମଧ୍ୟବିତ୍ତ ପରିବାର ର ନାରୀ ଟିକୁ ସମାଜ, ପରିବାର ହଠାତ୍ ଏକଘରିକିଆ କରିଦିଏ ବଞ୍ଚିବାର କୈାଣସି ସାଧନ ନ ଥାଇ ସେ ପେଟ ଚାଖଣ୍ଡକ ପାଇଁ ବାଛିନିଏ ବଞ୍ଚିବାର ପନ୍ଥା ଶାଗ ବିକିବା।ଶାଗ ବିକି କେହି ଧନୀ ହେଇ ପାରେ ନା ଗୋଟେ ବକ୍ତ ଖାଇ ଆର ଓଳି ପାଣି ପିଇ ଶୋଇପଡେ?ପଢିଲେ ସିନା ଜାଣିବା ଉପନ୍ୟାସ ‘ମୁଁ ଶ୍ୟାମଳୀ ଶାଗ ବିକାଳି ‘ । ଉପନ୍ୟାସ ଟି ପାଠକୀୟ ଆଦୃତି ଲାଭ କରୁ ଜଗନ୍ନାଥ ଙ୍କ ନିକଟରେ ଏହାହିଁ ବିନୀତ ପ୍ରାର୍ଥନା।ଶ୍ରଦ୍ଧାନୁବଦ୍ଧ…

It is impossible to believe how Amita Kar has described the old village words and village customs in her stories without reading them. The love for the village, the charm of the village, the true truth of rural life, like the words of the mouth, are filled with the essence of poetry, gossip and novels. She has mastered the art of keeping the reader engaged in the writing. Amita Kar’s first novel ‘I am Shamli Shaag Bikali’ is the story of the struggle of a village woman. The society and family suddenly make the woman of an educated middle-class family a housewife and she has no means of survival. She chooses to sell vegetables as a way of survival. Can someone get rich by selling vegetables or does one eat one meal and then drink water and fall asleep? Read the novel ‘I am Shamli Shaag Bikali’. This is my humble prayer to Lord Jagannath, who is getting a lot of readership for this novel. With all my heart…
Share

Meet The Author

Weight 250 g

Reviews

There are no reviews yet.

Be the first to review “Mun Shymali Shaga Bikali”

Your email address will not be published. Required fields are marked *